All deleted tweets from politicians

Minister for Food Supplies & Consumer Welfare. 7 times MLA in Odisha Legislative Assembly from Athgarh Constituency. Views Personal. RT isn't endorsement.

This may be an incomplete list. If you think we're missing someone, please send us their Name, Country/State, Political Party, Office they hold or are seeking and, of course, Twitter handle. Thanks!

ମୋ ସହିତ ସାମାଜିକ ଗଣମାଧ୍ୟମ ଦ୍ୱାରା ୟୁଏଇରୁ ଜଡ଼ିତ ହୋଇ ଆଜି #BandeUtkalaJanani ଗାନ କରିଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଅଶେଷ ଅଶେଷ ଧନ୍ୟବାଦ। #BandeUtkalJanani #OdishaHonorsCovidWarriors @Naveen_Odisha https://t.co/PWi5RKZozW

RT @YuvaSamay: ପ୍ରବାସୀମାନଙ୍କ ଖାଦ୍ୟ ନିରାପତ୍ତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ୱାନଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ #odisha #Bhubaneswar @rajaaswain #Covid_19 @CMO_Odisha yuvasamay.com/minister-ranen…

ଆଜି ଆମର @Food_Odisha ବିଭାଗର ଅଧିକାରୀମାନେ, ଭୁବନେଶ୍ଵରର ବିଭିନ୍ନ ହୋଲ୍‌ସେଲ୍ ଓ ଖୁଚୁରା ବିକ୍ରୟ କେନ୍ଦ୍ର ଗୁଡିକ ବୁଲି ପରିଦର୍ଶନ କରିଛନ୍ତି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ପର୍ଯ୍ୟାପ୍ତ ପରିମାଣରେ ଓ ଉଚିତ୍ ମୂଲ୍ୟରେ ବଜାରରେ ଉପଲବ୍ଧ ଅଛି। ମୋର ସମସ୍ତଙ୍କୁ ଅନୁରୋଧ, ଭୟଭୀତ ହୁଅନ୍ତୁ ନାହିିଁ। #CycloneAmphan @CMO_Odisha https://t.co/pgIY5mznuX

Many thanks @dmkendrapara for being vigilant. Please keep it up. twitter.com/dmkendrapara/s…

ସମସ୍ତ ଚାଷିଭାଇମାନଙ୍କୁ ମୋର ବିନମ୍ର ଅନୁରୋଧ ଦୟାକରି ନିଜ ନିଜର ଫସଲ କିମ୍ବା ଚାଷ ପୂର୍ବରୁ ବିହନ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ କାରଣ ସାମୁଦ୍ରିକ ଝଡ଼ ଅମ୍ଫାନ ଆସିବାର ସୂଚନା ପାଣିପାଗ ବିଭାଗ ଦେଇସାରିଛି ଯେ ଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।

ସେମାନେ ମୋ ନଜରକୁ ଆଣିଥିବା ସମସ୍ୟାକୁ କିଭଳି ସମାଧାନ କରାଯିବ ସେଥିନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯିବା ଉପରେ ଗୁରୁତ୍ବାରୋପ କଲି। #COVID19 #OdishaFightsCorona

ଆଜି ଅପରାହ୍ନ ରେ ସ୍କାଇପ ମାଧ୍ୟମରେ ଓଡିଶା ର ୧୭ଟି ଜିଲ୍ଲା ର ସରପଞ୍ଚ, ସାମାଜିକ କର୍ମୀ ତଥା ହିତାଧିକାରୀମାନଙ୍କ ସହିତ, ଦିଆଯାଉଥିବା ପିଡିଏସ ରାସନ୍ ଓ ୧୦୦୦/- ଟଙ୍କା ସହାୟତା ବଣ୍ଟନ ବିଷୟରେ ଆଲୋଚନା ହୋଇଯାଇଛି। #COVID19 #OdishaFightsCorona https://t.co/QjzOWMhDBo

RT @DMnabarangpur: Joint enforcement squad is already on the job Sir. Two shops at Umerkote have been sealed for selling salt at higher rate. We are on the job to nab the rumour mongers & appropriate legal action.